ମହାନଦୀ ଶୁଣାଣି ଅଗଷ୍ଟ ୩କୁ ଘୁଂଚିଲା

ମହାନଦୀ ଶୁଣାଣି ଅଗଷ୍ଟ ୩କୁ ଘୁଂଚିଲା

ମହାନଦୀ ଶୁଣାଣି ଅଗଷ୍ଟ ୩କୁ ଘୁଂଚିଲା
ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୩ରେ ପୁଣି ମହାନଦୀ ଟ୍ରିବୁ୍ୟନାଲରେ ଶୁଣାଣୀ କରାଯିବ । ଶନିବାର ଟ୍ରିବୁ୍ୟନାଲ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ଶୁଣାଣୀ କରିଥିଲେ । ଶୁଣାଣୀ ବେଳେ ଅକ୍ଟୋବର ୧୯ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଟ୍ରିବୁ୍ୟନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଓଡ଼ିଶା ପକ୍ଷରୁ ମଧ୍ୟବର୍ତୀକାଳୀନ ଶୁଣାଣୀ ପାଇଁ ଟ୍ରିବୁ୍ୟନାଲଙ୍କ ନିକଟରେ ଆବେଦନ କରାଯାଇଥିଲା । ଯାହାର ଶୁଣାଣୀ ଶନିବାର ହୋଇଥିଲା ।