ରାଜ୍ୟରେ କରୋନା ନେଲା ୨୫ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୨୫ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୨୫ ଜଣଙ୍କ ଜୀବନ
ଭୁବନେଶ୍ୱର: ଆଜି ରାଜ୍ୟରେ ୨୫ ଜଣଙ୍କ କରୋନା ଯୋଗୁଁ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୪୦୩ କୁ ବୃଦ୍ଧି ପାଇଛି । କଳାହାଣ୍ଡି-୪, ଖୋର୍ଦ୍ଧା-୪, ଅନୁଗୁଳ-୩, ଗଞ୍ଜାମ-୨, ରାୟଗଡା-୨, ସୁନ୍ଦରଗଡ-୨, ବରଗଡ-୧, ବାଲେଶ୍ୱର-୧, ବଲାଙ୍ଗିର-୧, ବୌଦ୍ଧ-୧, କଟକ-୧, ଢେଙ୍କାନାଳ-୧, କେନ୍ଦୁଝର-୧ ଓ ପୁରୀ-୧ ଜଣ ଜିଲ୍ଲାରେ କରୋନା ଯୋଗୁଁ ମୃତୁ୍ୟବରଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୮୬୭, ବାଲେଶ୍ୱରରେ ୫୨୪, ବରଗଡ଼ରେ ୩୯୫, ଭଦ୍ରକରେ ୧୩୪, ବଲାଙ୍ଗୀରରେ ୨୯୪, ବୌଦ୍ଧରେ ୩୧୩, କଟକରେ ୧୧୦୭, ଦେବଗଡ଼ରେ ୧୧୪, ଢେଙ୍କାନାଳରେ ୨୫୧, ଗଜପତିରେ ୮୬, ଗଞ୍ଜାମରେ ୨୨୮, ଜଗତସିଂହପୁରରେ ୩୨୫, ଯାଜପୁରରେ ୩୭୮, ଝାରସୁଗୁଡ଼ାରେ ୨୪୭, କଳାହାଣ୍ଡିରେ ୨୦୫, କନ୍ଧମାଳରେ ୧୦୧, କେନ୍ଦ୍ରାପଡ଼ାରେ ୨୦୪, କେନ୍ଦୁଝରରେ ୧୯୩, ଖୋର୍ଦ୍ଧାରେ ୧୪୯୭, କୋରାପୁଟରେ ୨୬୬, ମାଲକାନାଗିରିରେ ୧୧୦, ମୟୂରଭଞ୍ଜରେ 538, ନବରଙ୍ଗପୁରରେ ୩୪୬, ନୟାଗଡ଼ରେ ୩୮୨, ନୂଆପଡ଼ାରେ ୧୫୨, ପୁରୀରେ ୪୨୪, ରାୟଗଡାରେ ୨୩୩, ସମ୍ବଲପୁରରେ ୩୯୩, ସୋନପୁରରେ ୨୨୭, ସୁନ୍ଦରଗଡ଼ରେ ୭୦୩ ଓ ରାଜ୍ୟ ପୁଲରେ ୨୬୧ ଜଣ ଚିହ୍ନଟ ହୋଇଛନ୍ତି ।