ରାଜ୍ୟରେ କରୋନାରୁ ୮୧ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ କରୋନାରୁ ୮୧ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ କରୋନାରୁ ୮୧ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୨୨୦ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ୧୩, ସୁନ୍ଦରଗଡ଼ରେ ୧୦, ବାଲେଶ୍ୱରରେ ୭, ବରଗଡ଼ରେ ୫, ଝାରସୁଗୁଡ଼ାରେ ୫, ନୂଆପଡ଼ାରେ ୫, ସମ୍ବଲପୁରରେ ୫, କଟକରେ ୪, ପୁରୀରେ ୪, ସୋନପୁରରେ ୪, ରାୟଗଡ଼ାରେ ୩ ଓ ଗଞ୍ଜାମରେ ୨ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଯାଜପୁରରେ ୨, ମୟୂରଭଞ୍ଜରେ ୨, ଅନୁଗୁଳରେ ୧, ଦେବଗଡ଼ରେ ୧, ଜଗତସିଂହପୁରରେ ୧, କଳାହାଣ୍ଡିରେ ୧, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୧ ଓ ରାଜ୍ୟ ପୁଲରେ ୩ ଜଣ ସୁସ୍ଥ ହୋଇଛନ୍ତି ।