ରାଜ୍ୟରେ ୨୫୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ୨୫୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ୨୫୦ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୫୧ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୪୦, କଟକରେ ୨୪, ସମ୍ବଲପୁରରେ ୨୧, ଅନୁଗୁଳରେ ୧୮, ବରଗଡ଼ରେ ୧୮, ଝାରସୁଗୁଡ଼ାରେ ୧୮, ବଲାଙ୍ଗୀରରେ ୧୬, ପୁରୀରେ ୧୨, ଖୋର୍ଦ୍ଧାରେ ୧୦, ଯାଜପୁରରେ ୯, କେନ୍ଦୁଝରରେ ୮, ମୟୂରଭଞ୍ଜରେ ୮, ରାୟଗଡ଼ାରେ ୮, ଗଜପତିରେ ୭, ଭଦ୍ରକରେ ୬. କୋରାପୁଟରେ ୬, ନୂଆପଡ଼ାରେ ୫, କଳାହାଣ୍ଡିରେ ୩, ସୋନପୁରରେ ୩, ବାଲେଶ୍ୱରରେ ୨, କେନ୍ଦ୍ରାପଡ଼ାରେ ୨, ବୌଦ୍ଧରେ ୧, ଦେବଗଡ଼ରେ ୧, ଗଞ୍ଜାମରେ ୧, ଜଗତସିଂହପୁରରେ ୨ ଓ ରାଜ୍ୟ ପୁଲରେ ୨ ଜଣ ସୁସ୍ଥ ହୋଇଛନ୍ତି ।