ରାଫେଲ ବିଷୟରେ ଜାଣନ୍ତୁ

ରାଫେଲ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତରେ ପହଁଚିଲା ରାଫେଲ । ଚାଇନାକୁ ଟକ୍କର ଦେବା ପାଇଁ ରାଫେଲର ଯଥେଷ୍ଟ ସାମର୍ଥ୍ୟ ରହିଛି । ରାଫେଲ : 1/2 ଆସନ ବିଶିଷ୍ଟ ଫାଙ୍କା ଓଜନ : ୧୦.୬ କୁଇଂଟାଲ ଉଡ଼ାଣ ଓଜନ କ୍ଷମତା : ୨୪.୫ କୁଇଂଟାଲ ଲମ୍ବା : ୧୫.୩ ମିଟର, ଡେଣାର ଲମ୍ବ ୧୦.୯ ମିଟର, ଉଚ୍ଚତା : ୫.୩ ମିଟର ଉଚ୍ଚକୋଣୀୟ ଆକ୍ରମଣ ପାଇଁ ରାଫେଲ ଡେଣାଗୁଡ଼ିକୁ ସ୍ୱତନ୍ତ୍ର ଶୈଳୀରେ ନିର୍ମାଣ କରାଯାଇଛି ରାଫେଲର ବେଗ ଘଂଟା ପ୍ରତି ରହିଛି ୨୪ ଶହ କିମି ଆକ୍ରମଣ ବେଳେ ରାଫେଲ ୫୪ ହଜାର ଫୁଟ ଉପରକୁ ଉଠିପାରିବ ମିନିଟକୁ ୬୦ ହଜାର ଫୁଟ ବେଗରେ ଏହା ଉପରକୁ ଉଠିପାରିବ ଥରେ ଜାଳେଣୀ ଭର୍ତି ହେଲେ ରାଫେଲ ୩୭ ଶହ କିମି ଯାଏଁ ଗତି କରିପାରିବ ମଧ୍ୟ ଆକାଶରେ ଜାଳେଣୀ ଭର୍ତି କଲେ ଏହା ଆହୁରି ଅଧିକ ପଥ ଯାଇପାରିବ