ଲଜ୍ଜା : ସମ୍ପର୍କୀୟ ଭଉଣୀକୁ ମଦ ପିଆଇ ଜଙ୍ଗଲରେ ଦୁଷ୍କର୍ମ କଲେ ଦୁଇ ଭାଇ

ଲଜ୍ଜା : ସମ୍ପର୍କୀୟ ଭଉଣୀକୁ ମଦ ପିଆଇ ଜଙ୍ଗଲରେ ଦୁଷ୍କର୍ମ କଲେ ଦୁଇ ଭାଇ

ଲଜ୍ଜା : ସମ୍ପର୍କୀୟ ଭଉଣୀକୁ ମଦ ପିଆଇ ଜଙ୍ଗଲରେ ଦୁଷ୍କର୍ମ କଲେ ଦୁଇ ଭାଇ
କନ୍ଧମାଳ: ସମ୍ପର୍କୀୟ ଭଉଣୀକୁ ମଦ ପିଆଇ ଜଙ୍ଗଲରେ ଦୁଇ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ବାଲିଗୁଡ଼ାରେ । ଘଟଣାକୁ ନେଇ ପୀଡ଼ିତାଙ୍କ ପକ୍ଷରୁ କୋଟଗଡ଼ ଥାନାରେ ଲିଖତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଦୁଇ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି ପୋଲିସ । ଏକ ବାହାଘର ଭୋଜିକୁ ଆସିଥିବା ନିଜ ୨ ଜଣ ଭଉଣୀଙ୍କ ସହ ସମ୍ପର୍କୀୟ ଭଉଣୀଙ୍କୁ ଯୁବକ ଦୁଇଜଣ ସଲପରସ ପିଆଇ ଥିଲେ । କିନ୍ତୁ ନିଜ ଭଉଣୀମାନେ ଘରକୁ ଚାଲିଯାଇଥିଲେ । ସେଠାରେ ସମ୍ପର୍କୀୟ ଭଉଣୀକୁ ଏକା ପାଇ ୨ ଯୁବକ ଦୁଷ୍କର୍ମ କରିଲେ । ଏ ନେଇ ପୀଡିତା ପରିବାର ଲୋକଙ୍କୁ ଜଣାଇବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା