ଶେଷବର୍ଷ ପରୀକ୍ଷା ନେଇ ଆସନ୍ତାକାଲି ସୁପ୍ରିମ ନିଷ୍ପତ୍ତି

ଶେଷବର୍ଷ ପରୀକ୍ଷା ନେଇ ଆସନ୍ତାକାଲି ସୁପ୍ରିମ ନିଷ୍ପତ୍ତି

ଶେଷବର୍ଷ ପରୀକ୍ଷା ନେଇ ଆସନ୍ତାକାଲି ସୁପ୍ରିମ ନିଷ୍ପତ୍ତି
ନୂଆଦିଲ୍ଲୀ : ଶେଷବର୍ଷ ପରୀକ୍ଷାକୁ ନେଇ ଆସନ୍ତା କାଲି ସର୍ବୋଚ୍ଚ କୋର୍ଟ ନିଷ୍ପତ୍ତି ଗ୍ରହଣ କରିବେ । ସମଗ୍ର ଦେଶର ଛାତ୍ରଛାତ୍ରୀ ଏହାକୁ ନେଇ ଉକ୍ରଣ୍ଠାରେ ରହିଥିବା ବେଳେ ଆସନ୍ତା କାଲି ଏହା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ କମିଟି ଏହି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ । ସେପ୍ଟେମ୍ବର ୩୦ ମଧ୍ୟରେ ଶେଷ ବର୍ଷ ପରୀକ୍ଷା କରାଇବା ପାଇଁ ୟୁଜିସି ପକ୍ଷରୁ ନିଦେ୍ର୍ଧଶ ଦିଆ ଯାଇଥିଲା ।