ସୁପ୍ରିମକୋର୍ଟ ଗଲେ କମଲନାଥ : ଜାଣନ୍ତୁ କାହିଁକି

ସୁପ୍ରିମକୋର୍ଟ ଗଲେ କମଲନାଥ : ଜାଣନ୍ତୁ କାହିଁକି

ସୁପ୍ରିମକୋର୍ଟ ଗଲେ କମଲନାଥ : ଜାଣନ୍ତୁ କାହିଁକି
ନୂଆଦିଲ୍ଳୀ : ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଯିବା ପରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା କମଲନାଥ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କାରଣରୁ ଗତକାଲି ନିର୍ବାଚନ କମିଶନ କମଲନାଥଙ୍କ ଷ୍ଟାର କ୍ୟାମ୍ପେନର ମାନ୍ୟତା ପ୍ରତ୍ୟାହାର କରିଥିଲେ । ଏହି ନିଷ୍ପତ୍ତି ବିରୋଧରେ ଆଜି କମଲନାଥ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କମଲନାଥଙ୍କ ପକ୍ଷରୁ ବରିଷ୍ଠ ରାଜ୍ୟସଭା ସାଂସଦ ବିବେକ ତିଙ୍କା ଏହି ମାମଲା ଲଢୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିଜେପି ନେତ୍ରୀ ଇମର୍ତି ଦେବୀଙ୍କୁ ଆଇଟମ ବୋଲି ସମ୍ବୋଧନ କରି ବିବାଦ ଘେରକୁ ଆସିଥିଲେ କମଲନାଥ ।