ସେକ୍ସ ରାକେଟ ଠାବ

ସେକ୍ସ ରାକେଟ ଠାବ

ସେକ୍ସ ରାକେଟ ଠାବ
ଯାଜପୁର: ଯାଜପୁର ଜିଲ୍ଲା ଜାରକା ନିକଟସ୍ଥ ଏକ ଘରେ ସେକ୍ସ ରାକେଟ ଠାବ କରାଯାଇଛି । ଉକ୍ତ ଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଧର୍ମଶାଳା ପୁଲିସ ଚଢଉ କରିଥିଲା । ଏହି ସମୟରେ ପୁଲିସ ରାକେଟର ମୁଖ୍ୟ ମହିଳାଙ୍କ ସମେତ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏହାଛଡ଼ା ୨ ଜଣ ଦଲାଲଙ୍କ ସହ ୩ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । ସେହିପରି ପୁଲିସ କାର, ବାଇକ ଓ ସ୍କୁଟିକୁ ମଧ୍ୟ ଜବତ କରିଛି ।