ହୀରାକୁଦର ୬ଟି ଗେଟ ଖୋଲା

ହୀରାକୁଦର ୬ଟି ଗେଟ ଖୋଲା

ହୀରାକୁଦର ୬ଟି ଗେଟ ଖୋଲା
ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁଦୃଷ୍ଟିରେ ରଖି ଡ୍ୟାମର ଆଉ ଦୁଇଟି ଗେଟକୁ ଖୋଲାଯାଇଛି । ଫଳରେ ଏବେ ମୋଟ ୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।