୧୬.୨୫ କୋଟିରେ ବିକି୍ର ହେଲେ କି୍ରସ ମୋରିସ

୧୬.୨୫ କୋଟିରେ ବିକି୍ର ହେଲେ କି୍ରସ ମୋରିସ

୧୬.୨୫ କୋଟିରେ ବିକି୍ର ହେଲେ କି୍ରସ ମୋରିସ
ନୂଆଦିଲ୍ଲୀ: ଚେନ୍ନାଇରେ ୨୦୨୧ ଆଇପିଏଲ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ହୋଇଯାଇଛି । ଏହି ନିମାଲରେ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ସବୁଠାରୁ ଦାମୀ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । କ୍ରିସ ମୋରିସଙ୍କୁ ୧୬ କୋଟି ୨୫ ଲକ୍ଷ ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଛି । ମାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷ ଟଙ୍କାରେ ରୟାଲ ଚାଲେଂଚର ବାଙ୍ଗାଲୁରୁ କିଣିଛି । ଷ୍ଟିଭ୍ ସ୍ମିଥଙ୍କୁ ୨.୨ କୋଟିରେ ଦିଲ୍ଲୀ କ୍ୟାପିଟାଲ କିଣିଲା । ସକିବ ଇଲ୍ ହାସନଙ୍କୁ ୩.୨ କୋଟିରେ କଲକାତା ନାଇଟ ରାଇଡର କିଣିଲା । ମୋଇନ ଅଲ୍ଲୀଙ୍କୁ ୭ କୋଟିରେ ଚେନ୍ନାଇ ସୁପର କିଙ୍ଗ୍ କିଣିଛି । ନିଲାମ ପ୍ରକ୍ରିୟାରେ ୮ଟି ଫ୍ରାଚାଂଇଜ ଓ ୨୯୨ ଖେଳାଳି ସାମିଲ ହୋଇଛନ୍ତି ।