୫୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
୫୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
admin
May 7, 2020 - 05:48
Updated: May 7, 2020 - 05:48
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି 52 ହଜାର 952ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 1783ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦେଶରେ 35 ହଜାର 902 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 15 ହଜାର 267 ଜଣ ।
ଗତ 24 ଘଣ୍ଟାରେ ଦେଶରେ ପ୍ରାୟ 3500ଟି ନୂଆ ମାମଲା ଆସିଥିବାବେଳେ 90ଜଣଙ୍କର ମୃତ୍ୟୁ ହୋଇଛି । ଗତ ତିନିଦିନ ମଧ୍ୟରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ମଇ 4 ତାରିଖରେ ଦେଶରେ 41 ହଜାର ସଂକ୍ରମିତ ଥିବାବେଳେ ମେ 7 ତାରିଖରେ ଏହା 53 ହଜାର ପାଖରେ ପହଞ୍ଚିଛି ।
ଜାଣନ୍ତୁ କେଉଁ ସ୍ଥାନରେ କେତେ ମୃତ?
ମହାରାଷ୍ଟ୍ରରେ -16758ଆକ୍ରାନ୍ତ, 651ମୃତ୍ୟୁ
ଗୁଜୁରାଟରେ -396
ମଧ୍ୟପ୍ରଦେଶରେ -158
ରାଜସ୍ଥାନରେ- 92
ଦିଲ୍ଲୀରେ- 65
ଉତ୍ତରପ୍ରଦେଶରେ- 60
ପଶ୍ଚିମବଙ୍ଗରେ- 144
ଆନ୍ଧ୍ରପ୍ରଦେଶରେ -36
କଣ୍ଣାଟକରେ -29
ବିହାରରେ- 4
ହରିୟାଣାରେ -7
ହିମାଚଳ ପ୍ରଦେଶ ଓ ଓଡ଼ିଶାରେ-2
ଜମ୍ମୁକାଶ୍ମୀରରେ- 8,
ଝାଡଖଣ୍ଡରେ- ତିନି
କେରଳରେ- 4
ତେଲେଙ୍ଗାନାରେ -29
ଉତ୍ତରାଖଣ୍ଡ, ଆସାମ, ଚଣ୍ଡୀଗଡରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଦୁଇ ଜଣ ଲେଖାଏଁ ମୃତ୍ୟବରଣ କରିଛନ୍ତି ।