ଏଠି କେବଳ କୁହାଳିଆ ନେତା: ହେମାନନ୍ଦ

ଏଠି କେବଳ କୁହାଳିଆ ନେତା: ହେମାନନ୍ଦ

ଏଠି କେବଳ କୁହାଳିଆ ନେତା: ହେମାନନ୍ଦ
ଭୁବନେଶ୍ୱର: କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ବର୍ଷିଛନ୍ତି ହେମାନନ୍ଦ ବିଶ୍ୱାଳ । ସେ କହିଛନ୍ତି ଯେ କୁହାଳିଆ ଲୋକଙ୍କର ବାରବାଟୀ ଚାଷ , ଯିଏ କାମ କରେ କହେ ନାର୍ହି । କଂଗ୍ରେସର ଆଜି ଯେଉଁ ଅବସ୍ଥା ହୋଇଛି, ସେ ନେତୃବୃନ୍ଦଙ୍କୁ ଦାୟୀ କରିଛନ୍ତି । ଏଠାରେ କେବଳ କୁହାଳିଆ ନେତା ଅଛନ୍ତି, କାମ କରନ୍ତି ନାର୍ହି ବୋଲି କହିଛନ୍ତି । ତାଙ୍କ ଦୁଇ ଝିଅ ନିର୍ବାଚନ ଲଢିବା ସମ୍ପର୍କରେ ମଧ୍ୟ ମତ ରଖିଥିଲେ ହେମାନନ୍ଦ । କେଉଁ ଦଳରେ ଏହା ଚାଲିନି ସବୁ ଦଳରେ ଦୃଷ୍ଟାନ୍ତ ଅଛି । ସଭାପତିଙ୍କ କଥା ବିଚାରକୁ ନିଆଯାଉ ବୋଲି କହିଲେ ହେମାନନ୍ଦ ।