ଜେଇଇ ମେନ୍ ରେଜଲ୍ଟ ପ୍ରକାଶ

ଜେଇଇ ମେନ୍ ରେଜଲ୍ଟ ପ୍ରକାଶ

ଜେଇଇ ମେନ୍ ରେଜଲ୍ଟ ପ୍ରକାଶ
ଭୁବନେଶ୍ୱର: ଜେଇଇ ମେନ୍ ମାର୍ଚ୍ଚ ମାସର ରେଜଲ୍ଟ ପ୍ରକାଶ ପାଇଛି । ମାତ୍ର ୬ ଦିନରେ ଏନଟିଏ ରେଜଲ୍ଟ ପ୍ରକାଶ କରିଛି । ମୋଟ ୫ ଳକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଜେଇଇ ମେନରେ ୧୩ ଜଣ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ରେଜଲ୍ଟ ରହିଛି । ଜେଇଇ ମେନ୍ ପରୀକ୍ଷା ମାର୍ଚ୍ଚ ୧୬ରୁ ୧୮ ତାରିଖ ଯାଏଁ ହୋଇଥିଲା । ଶୀଘ୍ର ରେଜଲ୍ଟ ବାହାରି ଥିବାରୁ ପରୀକ୍ଷାର୍ଥିମାନେ ଖୁସି ହୋଇଛନ୍ତି ।