ଭାରତରେ ଦ୍ରୁତ ଗତିରେ ବଢିଚାଲିଛି କରୋନା, 62 ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭାରତରେ ଦ୍ରୁତ ଗତିରେ ବଢିଚାଲିଛି କରୋନା, 62 ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭାରତରେ ଦ୍ରୁତ ଗତିରେ ବଢିଚାଲିଛି କରୋନା, 62 ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 128 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 3277ଟି ନୂତନ ମାମଲା ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 62 ହଜାର 939ରେ ପହଞ୍ଚିଥିବାବେଳେ 2109ଜଣଙ୍କ ମୃତ୍ୟୁ ହୋଇଛି । 19 ହଜାର 358ଜଣ ସୁସ୍ଥ ହୋଇଛନ୍ତି । ଜାଣନ୍ତୁ କେଉଁ ରାଜ୍ୟରେ କେତେ ମୃତ୍ୟୁ ହୋଇଛି :- ମହାରାଷ୍ଟ୍ର- 20 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 779ରେ ପହଞ୍ଚିଛି। ଗୁଜୁରାଟ- 472 ଦିଲ୍ଲୀ- 68 ତାମିଲନାଡୁରେ-44 ରାଜସ୍ଥାନରେ -107 ମଧ୍ୟପ୍ରଦେଶ- 211 ଉତ୍ତରପ୍ରଦେଶରେ -74 ଆନ୍ଧ୍ରପ୍ରଦେଶରେ -44 ପଶ୍ଚିମବଙ୍ଗରେ- 171 ପଞ୍ଜାବରେ -31 ତେଲେଙ୍ଗାନାରେ -30 ଜମ୍ମୁକାଶ୍ମୀର- 9 କର୍ଣ୍ଣାଟକରେ -30 ହରିୟାଣାରେ- 9 ବିହାରରେ -5 କେରଳରେ- 4 ଓଡ଼ିଶାରେ- 3 ଚଣ୍ଡୀଗଡରେ -2 ଝାଡଖଣ୍ଡରେ -3 ଉତ୍ତରାଖଣ୍ଡରେ -1 ଆସାମରେ- 1 ହିମାଚଳ ପ୍ରଦେଶରେ 3ଜଣଙ୍କର ମୃତ୍ୟୁ ହୋଇଛି ।