ମୋବାଇଲ ଲାଇଟରେ ଖାତାଦେଖା

ମୋବାଇଲ ଲାଇଟରେ ଖାତାଦେଖା

ମୋବାଇଲ ଲାଇଟରେ ଖାତାଦେଖା
ବାରିପଦା: ମୋବାଇଲ ଲାଇଟରେ ଅଧ୍ୟାପକ ଓ ଅଧ୍ୟାପିକା ଦେଖିଲେ +୨ ଖାତ । ବାରିପଦା ଏମପିସି ଅଟୋନୋମସ କଲେଜରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଖାତା ଦେଖା ଚାଲିଥିବା ବେଳେ କଲେଜରୁ ବିଦ୍ୟୁତ ଚାଲି ଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଦିନ ଦ୍ୱିପ୍ରହରରେ ଲାଇନ କଟି ଯାଇଥିଲା । କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ମୋବାଇଲ ଟର୍ଚ୍ଚରେ ଖାତା ଦେଖିଲେ ଶିକ୍ଷକ ।