ଲଜ୍ଜା ଲଜ୍ଜା ଲଜ୍ଜା : ଝିଆରୀକୁ ଦୁଷ୍କର୍ମ କଲା ପିଉସା

ଲଜ୍ଜା ଲଜ୍ଜା ଲଜ୍ଜା : ଝିଆରୀକୁ ଦୁଷ୍କର୍ମ କଲା ପିଉସା

ଲଜ୍ଜା ଲଜ୍ଜା ଲଜ୍ଜା : ଝିଆରୀକୁ ଦୁଷ୍କର୍ମ କଲା ପିଉସା
ମୟୁରଭଞ୍ଜ : ମାଆ ଛେଉଣ୍ଡ ନାବାଳିକାର ରକ୍ଷକ ସାଜି ଥିବା ପିଉସା ଶେଷରେ ଭକ୍ଷକ ହେଲା । ପିଉସା ଝିଆରୀର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ ଛିଟା । ବାପା ବାହାରେ ରାହୁଥିବାରୁ ୨ ବର୍ଷ ଧରି ନିଜ ଘରେ ଆଶ୍ରୟ ଦେଇଥିବା ପିଉସା ନିଜ ସ୍ତ୍ରୀ ବାପ ଘରକୁ ଯାଇଥିବାରୁ ନାବାଳିକା ଝିଆରୀକୁ ଏକାକୀ ପାଇ ତା ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲା ପିୟୁସା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ସରଡିହା ଗ୍ରାମରେ । ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ପୁଲିସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ଦୁମ୍ବି ସିଂ ବାନରାଙ୍କୁ ଗିରଫ କରିବା ସହ ପିଡ଼ିତା ନାବାଳିକାକୁ ଉଦଳା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।