ସରକାରୀ ଅଧିବକ୍ତା ସୁବ୍ରତ ପ୍ରିୟଦର୍ଶୀ ସମ୍ବର୍ଦ୍ଧିତ

ସରକାରୀ ଅଧିବକ୍ତା ସୁବ୍ରତ ପ୍ରିୟଦର୍ଶୀ ସମ୍ବର୍ଦ୍ଧିତ

ସରକାରୀ ଅଧିବକ୍ତା ସୁବ୍ରତ ପ୍ରିୟଦର୍ଶୀ ସମ୍ବର୍ଦ୍ଧିତ
ଭୁବନେଶ୍ୱର : ପୋଲିସ ଅଧିକାରୀ ଓ ସରକାରୀ ଅଧିବକ୍ତାମାନଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ୱର କଟକ ପୋଲିସ କମିଶନରେଟ ପକ୍ଷରୁ ଅଭିନଵ ପଦକ୍ଷେପ ଗ୍ରହଣ କରାଯାଇଛି ! ଏହି କ୍ରମରେ ସ୍ୱତନ୍ତ୍ର ସରକାରୀ ଅଧିବକ୍ତା ସୁବ୍ରତ ପ୍ରିୟଦର୍ଶୀ ଓ ତଦନ୍ତକାରୀ ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ! ପୋଲିସ ସେବା ଭବନରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସେମାନଙ୍କୁ ପୁରସ୍କୃତ କରିଛନ୍ତି ! 2015ର ଏକ ସମ୍ବେଦନଶୀଳ କୁକର୍ମ ମାମଲାର ସଫଳ ତଦନ୍ତ ଓ ମାମଲା ପରିଚାଳନା ପାଇଁ ସିପି ସେମାନଙ୍କୁ ପ୍ରଂଶସା କରିବା ସହ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମତବ୍ୟକ୍ତ କରିଛନ୍ତି !