୧୦ ଲକ୍ଷ ୭୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୧୦ ଲକ୍ଷ ୭୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

 ୧୦ ଲକ୍ଷ ୭୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୬୭୭୪୨୨ ଜଣ ସୁସ୍ଥ ହୋଇଥିବାବେଳେ ୨୬୮୧୬ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୩୭୩୩୭୯ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଆନ୍ଧ୍ରପ୍ରଦେଶ : ୪୪୬୦୯ ଆସାମ : ୨୨୯୧୮ ବିହାର : ୨୫୧୩୬ ଛତିଶଗଡ଼ : ୫୨୩୩ ଦିଲ୍ଲୀ : ୧୨୧୫୮୨ ଗୋଆ : ୩୪୮୪ ଗୁଜୁରାଟ : ୪୭୩୯୦ ହରିୟାଣା : ୨୫୫୪୭ ହିମାଚଳ ପ୍ରଦେଶ : ୧୪୫୭ ଜାମ୍ମୁକାଶ୍ମୀର : ୧୩୧୯୮ ଝାରଖଣ୍ଡ : ୫୩୪୨ କର୍ଣ୍ଣାଟକ : ୫୯୬୫୨ କେରଳ : ୧୧୬୫୯ ଲଦାଖ : ୧୧୫୯ ମଧ୍ୟପ୍ରଦେଶ : ୨୧୭୬୩ ମହାରାଷ୍ଟ୍ର : ୩୦୦୯୩୭ ମଣିପୁର : ୧୮୯୧ ଓଡ଼ିଶା : ୧୭୪୩୭ ପଞ୍ଜାବ : ୯୭୯୨ ରାଜସ୍ଥାନ : ୨୮୫୦୦ ତାମିଲନାଡୁ : ୧୬୫୭୧୪ ତେଲେଙ୍ଗାନା : ୪୩୭୮୦ ତ୍ରିପୁରା : ୨୬୫୪ ଉତରାଖଣ୍ଡ : ୪୨୭୬ ଉତରପ୍ରଦେଶ : ୪୭୦୩୬ ପଶ୍ଚିମବଙ୍ଗ : ୪୦୨୦୯