୧୦ ଜିଲ୍ଲା ପାଇଁ ଯୁବ କଂଗ୍ରେସ ସଭାପତି ନିଯୁକ୍ତ

୧୦ ଜିଲ୍ଲା ପାଇଁ ଯୁବ କଂଗ୍ରେସ ସଭାପତି ନିଯୁକ୍ତ

 ୧୦ ଜିଲ୍ଲା ପାଇଁ ଯୁବ କଂଗ୍ରେସ ସଭାପତି ନିଯୁକ୍ତ
ଭୁବନେଶ୍ୱର : ଦଶ ସାଂଗଠନିକ ଜିଲ୍ଲା ପାଇଁ ଯୁବ କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି । ଭାରତୀୟ ଯୁବ କଂଗ୍ରେସ ନେତାଙ୍କ ଅନୁମୋଦନ କ୍ରମେ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଂଜନ ଲେଙ୍କା ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଜଗତସିଂହପୁର : ପ୍ରଶାନ୍ତ ମଲ୍ଲିକ ଅନୁଗୁଳ : ଲୁଟୁ ରଂଜନ ଥାପା କୋରାପୁଟ : ସୁକାନ୍ତ ପଟ୍ଟନାୟକ ବଲାଙ୍ଗୀର : ପ୍ରେମ ପ୍ରକାଶ ମିଶ୍ର କଳାହାଣ୍ଡି : ସାଉଲ ମଙ୍ଗରାଜ ନୂଆପଡ଼ା : କପିଳେନ୍ଦ୍ର ଭୋଇ ସୁବର୍ଣ୍ଣପୁର : ପ୍ରିୟବ୍ରତ ସାହୁ କେନ୍ଦ୍ରାପଡ଼ା : ସତ୍ୟପ୍ରିୟ ସାମଲ କଟକ : ଆର୍ଯ୍ୟବୀର ଲେଙ୍କା କଟକ ସଦର : ବିକି ଚକ୍ରବର୍ତୀ