କଂଗ୍ରେସ ବିଧାୟକ ଦଳ ବୈଠକରେ ନଥିଲେ ତାରା

କଂଗ୍ରେସ ବିଧାୟକ ଦଳ ବୈଠକରେ ନଥିଲେ ତାରା

ବିଧାନସଭା ଅଧିବେସନ ଆରମ୍ଭ ପୂର୍ବରୁ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । କିନ୍ତୁ ବୈଠକରେ ଉପସ୍ଥିତ ନଥିଲେ ଜୟପୁର ବିଧାୟକ, ତଥା କଂଗ୍ରେସ ବରିଷ୍ଠ ନେତା ତାରା ବାହୀନିପତି । ତେବେ ବୈଠକରେ ତାରାଙ୍କ ଅନୁପସ୍ଥିତି କଥା ତାଙ୍କୁ ପଚାରିବାପରେ କିଛି ଏପରି କହିଥିଲେ ସେ । ତେବେ ନିଜ ବିଧାୟକ ଦଳର ବୈଠକରେ ତାରାଙ୍କ ଅପସ୍ଥିତ ରହିବା, ବାସ୍ତବରେ କାରଣ କଣ ରହିଥିଲା ସେତ ସମୟ କହିବ ହେଲେ ବିଧାସଭାରେ କଂଗ୍ରେସ ନୂଆସରକାରଙ୍କୁ ଘେରିବା ନେଇ ପ୍ରସଙ୍ଗ ଉପରେ ତାରା ବେସ ଆଗ୍ରେସିପ୍ ରହିଥିବା ଦେଖିବାକୁ ମିଳିଥିଲା ।