ପୋଲିସ କ୍ଲବ କୁ ତାଲା ପକାଇଲା ପୋଲିସ

ପୋଲିସ କ୍ଲବ କୁ ତାଲା ପକାଇଲା ପୋଲିସ

ପୋଲିସ କ୍ଲବ କୁ ତାଲା ପକାଇଲା ପୋଲିସ । କଟକ ବେଲଭ୍ୟୁ ଛକରେ ପୋଲିସ ଅଫିସର୍ସ ସଂଘ ପକ୍ଷରୁ କରାଯାଇଥିବା କ୍ଲବ ବେଆଇନ୍ ଭାବେ ଚାଲିଥିବା ଅଭିଯୋଗ ରେ କିଛି ପୋଲିସ କର୍ମଚାରୀ ଆଜି ତାଲା ପକାଇ ଦେଇ ବନ୍ଦ କରିଦେଇଛନ୍ତି। 2016 ମସିହାରୁ ଅଫିସର୍ସ ସଂଘ ନଥିବା ବେଳେ ଜଣେ ଅବସରପ୍ରାପ୍ତ କର୍ମଚାରୀ ବେଆଇନ ମଣ୍ଡପ ଚଲାଇ ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଲାଲବାଗ ଥାନାରେ ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ।