ଅଘଟଣ : ସେଲଫି ନେବାବେଳେ ଜଳିଗଲେ ଯୁବକ

ଅଘଟଣ : ସେଲଫି ନେବାବେଳେ ଜଳିଗଲେ ଯୁବକ

ଅଘଟଣ : ସେଲଫି ନେବାବେଳେ ଜଳିଗଲେ ଯୁବକ
ଭୁବନେଶ୍ୱର : ପାରଳେଖିମୁଣ୍ଡି ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଟ୍ରେନ ବଗି ଉପରେ ସେଲଫି ନେଉଥିବା ସମୟରେ ଜଣେ ଯୁବକ ଜଳି ଯାଇଛନ୍ତି । ଯୁବକ ଜଣକ ସେଲଫି ନେବା ପାଇଁ ଟ୍ରେନ ଉପରକୁ ଚଢି ଯାଇଥିବା ବେଳେ ହାଇ ଭୋଲଟେଜ କରେଣ୍ଟ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ଯୁବକ ଜଣଙ୍କ ଜଳିଯିବା ସହିତ ଟ୍ରେନର ଗୋଟିଏ ବଗି ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି । ଟ୍ରେନଟି ଦୀର୍ଘଦିନ ଧରି ପାରଳେଖାମୁଣ୍ଡି ଷ୍ଟେସନରେ ଅଟକି ରହିଥିଲା ।