ଅଭିଭାବକ ଓ ଶିକ୍ଷକଙ୍କ ବୈଠକ

ଅଭିଭାବକ ଓ ଶିକ୍ଷକଙ୍କ ବୈଠକ

ଅଭିଭାବକ ଓ ଶିକ୍ଷକଙ୍କ ବୈଠକ
ଭୁବନେଶ୍ୱର:ସମଗ୍ର ରାଜ୍ୟରେ ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବୈଠକ ବସିଛି । ସରକାରୀ ସ୍କୁଲ ପ୍ରତି ପିଲା ଓ ଅଭିଭାବକଙ୍କୁ ଯତ୍ନବାନ ନେବା ନେଇ ଆଲୋଚନା ହୋଇଛି । ଶହେ ଦିନିଆ ପାଠପଢା ବିଷୟରେ ଶିକ୍ଷକଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ଅଭିଭାବକ । କୋଭିଡ କଟକଣା ନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟବ୍ୟାପୀ ଗୋଟିଏ ଦିନ ବୈଠକ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଧଶ ଥିଲା । ଆଜି ସମଗ୍ର ରାଜ୍ୟରେ ବୈଠକ ବସି ଥିଲା । ବୈଠକରେ ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବିଷୟ ଉପରେ ଅନେକ ଆଲୋଚନା ହୋଇଛି ।