ଆଉ ଏକ ଡିଜିଟାଲ ଷ୍ଟ୍ରାଇକ : ୪୩ ଟି ଆପ ବ୍ୟାନ କଲା ଭାରତ
ଆଉ ଏକ ଡିଜିଟାଲ ଷ୍ଟ୍ରାଇକ : ୪୩ ଟି ଆପ ବ୍ୟାନ କଲା ଭାରତ
admin
Nov 24, 2020 - 12:05
Updated: Nov 24, 2020 - 12:05
ଆଉ ଏକ ଡିଜିଟାଲ ଷ୍ଟ୍ରାଇକ : ୪୩ ଟି ଆପ ବ୍ୟାନ କଲା ଭାରତ
ନୂଆଦିଲ୍ଲୀ : ଆଉ ୪୩ଟି ମୋବାଇଲ୍ ଆପସ୍କୁ ବ୍ଲକ୍ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା (କ) ଅନୁସାରେ ବ୍ଲକ୍ କଲେ ସରକାର । ଭାରତ ଏକତା, ଅଖଣ୍ଡତା ପ୍ରତି ବିପଦ କାରଣରୁ ଏହି ସବୁ ଆପ୍କୁ ବ୍ଲକ୍ କରାଯାଇଛି । ଏହି ବ୍ଲକ୍ ଆପ୍ ମଧ୍ୟରେ ସ୍ନାକ ଭିଡିଓ, କ୍ୟାମ୍ କାର୍ଡ, ଓ୍ବିଡେଟ୍, ରେଲା ଆଦି ଆପସ୍ ରହିଛି ।
ସୂଚନାଯୋଗ୍ୟ ପୂର୍ବରୁ ସେପ୍ଟେମ୍ବର ମାସରେ ୧୧୮ଟି ମୋବାଇଲ୍ ଆପ୍କୁ ବ୍ୟାନ୍ କରାଯାଇଥିବାବେଳେ ଜୁନ୍ ଶେଷରେ ଟିକ୍ଟକ୍, ହାଲୋ ସମେତ ୫୯ଟି ମୋବାଇଲ୍ ଆପ୍ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଥିଲେ । ସେହିପରି ଜୁଲାଇ ଶେଷରେ ୪୭ଟି ଆପ୍କୁ ଭାରତରେ ନିଷେଧ କରାଯାଇଥିଲା ।
ବନ୍ଦ ହୋଇଥିବା ୪୩ ଗୁଡିକ ହେଉଛି
1. AliSuppliers Mobile App
2. Alibaba Workbench
3. AliExpress – Smarter Shopping, Better Living
4. Alipay Cashier
5. Lalamove India – Delivery App
6. Drive with Lalamove India
7. Snack Video
8. CamCard – Business Card Reader
9. CamCard – BCR (Western)
10. Soul- Follow the soul to find you
11. Chinese Social – Free Online Dating Video App & Chat
12. Date in Asia – Dating & Chat For Asian Singles
13. We Date-Dating App
14. Free dating app- Singol, start your date!
15. Adore App
16. TrulyChinese – Chinese Dating App
17. TrulyAsian – Asian Dating App
18. ChinaLove: dating app for Chinese singles
19. DateMyAge: Chat, Meet, Date Mature Singles Online
20. AsianDate: find Asian singles
21. FlirtWish: chat with singles
22. Guys Only Dating: Gay Chat
23. Tubit: Live Streams
24. We Work China
25. First Love Live- super hot live beauties live online
26. Rela – Lesbian Social Network
27. Cashier Wallet
28. MangoTV
29. MGTV- HunanTV official TV APP
30. WeTV – TV version
31. WeTV – Cdrama, Kdrama&More
32. WeTV Lite
33. Lucky Live- Live Video Streaming App
34. Taobao Live
35. DingTalk
36. Identity V
37. Isoland 2: Ashes of Time
38. BoxStar (Early Access)
39. Heroes Evolved
40. Happy Fish
41. Jellipop Match- Decorate your dream island!
42. Munchkin Match: magic home building
43. Conquista Online II