ଓଏଚଆରସିଙ୍କ ରାଗିଂ ଛାଟ

ଓଏଚଆରସିଙ୍କ ରାଗିଂ ଛାଟ

ଓଏଚଆରସିଙ୍କ ରାଗିଂ ଛାଟ
ଭୁବନେଶ୍ୱର:ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ ଘଟଣାରେ ପଦକ୍ଷେପ ଗ୍ରହଣ କରିଛନ୍ତି ମାନବାଧିକାର କମିଶନ । ୨ ବିଭାଗକୁ ଜବାବ ତଲବ କଲେ ରାଜ୍ୟ ମାନଧିକାର କମିଶନ । ସ୍ୱାସ୍ଥ୍ୟ ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କୁ ଜବାବ ତଲବ କରିଛନ୍ତି । ରାଗିଂ ରୋକିବାକୁ କଣ ପଦକ୍ଷେପ ନିଆଯାଇଛି ଜଣାଇବାକୁ ନିଦେ୍ର୍ଧଶ ଦେଇଛନ୍ତି । ଅଭିଯୁକ୍ତଙ୍କ ପ୍ରତି କାହିଁକି ଫୌଜଦାରୀ ମାମଲା ନହେବ ଜବାବ ତଲବ କରିଛନ୍ତି । ୧୦ ଦିନ ମଧ୍ୟରେ ଜବାବ ରଖିବାକୁ ନିଦେ୍ର୍ଧଶ ଦେଲେ ରାଜ୍ୟ ମାନବଧିକାର କମିଶନ ।