କରୋନାରେ ପ୍ରାଣ ହରାଇଲେ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ

କରୋନାରେ ପ୍ରାଣ ହରାଇଲେ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ

କରୋନାରେ ପ୍ରାଣ ହରାଇଲେ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ
ଲକ୍ଷ୍ନୌ : ଦେଶରେ କରୋନା ଭୟଙ୍କର ରୂପ ନେଉଥିବା ବେଳେ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଡିଣ୍ଡିମ ପିଟୁଛନ୍ତି ସରକାର । ତେବେ କରୋନା କବଳରୁ ବଞ୍ଚି ପାରି ନାହାନ୍ତି ଜଣେ କ୍ୟାବିନେଟ୍ ମନ୍ତ୍ରୀ । ଉତ୍ତର ପ୍ର୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଳା ରାଣୀ ବରୁଣ କରୋନା ଆକ୍ରାନ୍ତ ହୋଇ ରବିବାର ପ୍ରାଣ ହରାଇଛନ୍ତି । ଜୁଲାଇ ୧୮ରୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସ୍ଖଚ୍ଛ ହେଉଥିବା କମଲା ରାଣୀ ୬୨ ବର୍ଷ ବୟସରେ ରବିବାର ପ୍ରାଣ ହରାଇଛନ୍ତି । ଲକ୍ଷ୍ନୌ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି ।