ଖଣ୍ଡପଡା ବିଧାୟକଙ୍କୁ କରୋନା

ଖଣ୍ଡପଡା ବିଧାୟକଙ୍କୁ କରୋନା

ଖଣ୍ଡପଡା ବିଧାୟକଙ୍କୁ କରୋନା
ଭୁବନେଶ୍ୱର : ଓଡିଶାର ଆଉ ଜଣେ ରାଜନେତାଙ୍କୁ କରୋନା ହୋଇଛି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ସୌମ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମଙ୍ଗଳବାର ସୌମ୍ୟଙ୍କ ନମୂନା ପଜିଟିଭ୍ ଆସିଥିଲା । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁ ଏବଂ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ସୌମ୍ୟ ପରାମର୍ଶ ଦେଇଛନ୍ତି । ଆଜି ଏହା ସହିିତ ସେମାନଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ପରାମର୍ଶ ଦେଇଛନ୍ତି ସୌମ୍ୟ । ପୂର୍ବରୁ ବିଜେପି ବିଧାୟକ ସୁରେଶ ପୂଜାରୀଙ୍କ ସମେତ ଏକାଧିକ ନେତା କରୋନାରେ ଆକ୍ରାନ୍ତ ହୋଇଥିଲେ ।