ଘିଅ ଖାଇଲେ କଣ ଉପକାରିତା ହେବ

ଘିଅ ଖାଇଲେ କଣ ଉପକାରିତା ହେବ

ଘିଅ ଖାଇଲେ କଣ ଉପକାରିତା ହେବ
-ପ୍ରତ୍ୟହ ଘିଅ ସେବନ କଲେ ତ୍ୱଚାର ବିଶେଷ ଚମକ ଆସିବା ସହ ଶୁଷ୍କ ହୋଇ ନଥାଏ । -ଘିଅରେ ଥିବା ଭିଟାମିନ୍ , ଆଖିର ଜ୍ୟୋତିକୁ ବଢାଇବା ସହ ଗ୍ଲୁକୋମା ରୋଗରୁ ରକ୍ଷା କରେ -ଆଣ୍ଠୁଗଣ୍ଠି ରୋଗୀ କିମ୍ବା ବାର୍ଦ୍ଧକ୍ୟରେ ଆକ୍ରାନ୍ତ ହେବା ପରେ ଶରୀର ପୀଡା ହେଲେ, ଗିଅର ଉପଯୋଗ ବିିଭିନ୍ନ ବ୍ୟଞ୍ଜନରେ କରିବା ଉଚିତ । -ଆଂଟିଅକ୍ସିଡାଂଟରେ ଭରପୂର ଘିଅ ଖାଦ୍ୟକୁ ଶୀଘ୍ର ଜହମ କରିଥାଏ ।ଏଣୁ ଘିଅ ଖାଇଲେ ବଦହଜମ ହେବା ଆଶଙ୍କା ଆଦୌ ନାହିଁ ବୋଲି ବିଶେଷଜ୍ଞଙ୍କ ମତ । - ନିଜର ସ୍ମୃତିଶକ୍ତିକୁ ବୟସ୍କ ଲୋକେ ଠିକ୍ ରଖିବାକୁ ଚାହୁଁଥିଲେ, ଶୁଦ୍ଧ ଘିଅର ଉପଯୋଗ ଖାଦ୍ୟରେ କରିବା ସବୁଠୁ ଉଚିତ ଉପାୟ । - ନିୟମିତ ଘିଅ ସେବନ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତ ବଢିଥାଏ । - ଧ୍ୟାନରେ ରଖିବେ ଯେ ଘିଅର ଉପଯୋଗିତା ସର୍ବାଧିକ, ତେବେ ଏହା ଶୁଦ୍ଧ ହେବା ନିତାନ୍ତ ଆବଶ୍ୟକ । ଅପମିଶ୍ରିତ ଘିଅ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।