ଜାଣନ୍ତୁ ପିଜୁଳିର ଉପକାରୀତା

ଜାଣନ୍ତୁ ପିଜୁଳିର ଉପକାରୀତା

ଜାଣନ୍ତୁ ପିଜୁଳିର ଉପକାରୀତା
-ପିଜୁଳି ପ୍ରତ୍ୟହ ଖାଇଲେ ପେଟରୋଗ ଦୂର ହେବା ସହ ପାଚନ କି୍ରୟା ଉତମ ହେଉଥିବାର ପ୍ରକାଶ -କୋଷ୍ଠକାଠିନ୍ୟ ଅସୁବିଧା ଭୋଗୁଥିବା ଲୋକେ ସକାଳବେଳା ପାଚିଲା ପିଜୁଳି ଗୋଟିଏ କିମ୍ବା ଦୁଇଟି ଖାଇପା ସ୍ୱାସ୍ଥ୍ୟ ପାଇଁ ଉପକାରୀ । - ପିଜୁଳି ଗଛର ପତ୍ରକୁ ବାଟି ଆଖି ତଳେ ଲଗାଇଲେ କଳା ଦାଗ ଦୂର ହୁଏ । -ଏହା ସହ ଏହି ପତ୍ରକୁ ଚୋବାଇଲେ ମୁଖ ଦୁର୍ଗନ୍ଧ ଦୂର ହୁଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି । -ନିୟମିତ ପିଜୁଳି ଖାଇଲେ ହୃଦଯନ୍ତ୍ର ଓ ମାଂସପେଶୀ ଶକ୍ତ ହୋଇଥାଏ । -ଏହି ଫଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଯୁବତୀ ଓ ମହିଳାଙ୍କ କେଶ ଓ ତ୍ୱଚାର ବିଶେଷ ଚମକ ଆସିଥାଏ । -ପିଜୁଳି ଖାଇଲେ କର୍କଟ ରୋଗ ହେବାର ଆଶଙ୍କା ଯଥେଷ୍ଟ କମ୍ । -ଏହି ଫଳରେ ଫାଇବର ପ୍ରଚୁର ପରିମାଣରେ ଥିବାରୁ ମଧୁମେହ ରୋଗୀ ଖାଇବା ମଧ୍ୟ ଉପକାରୀ ।