ଦୁଇ ଅଧିକାରୀ ଅଟକ

ଦୁଇ ଅଧିକାରୀ ଅଟକ

ଦୁଇ ଅଧିକାରୀ ଅଟକ
ଖୋର୍ଦ୍ଧା: ବାତ୍ୟା କ୍ଷେତିଗ୍ରସ୍ତ ଚିହ୍ନଟ ହେରଫେର ଲାଗି ଜିଆରଏସ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଗ୍ରାମବାସୀମାନେ ଅଟକ ରଖିଛନ୍ତି । ଏହିଭଳି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବ୍ରଜମୋହନପୁର ପଂଚାୟତ ସଢେଇଗଡ ଗାଁରେ ଆସିଛି ।ଘଟଣାରୁ ଜଣାପଡୁଛି ଯେ ଫୋନିରେ କ୍ଷେତିଗ୍ରସ୍ତ ହୋଇଥିବାଲୋକେ ବାଦ ପଡିଥିବାରୁ ଅଭିଯୋଗ ଆସିଅଛି ।