ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ରାସ୍ତାରୋକ

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ରାସ୍ତାରୋକ

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ରାସ୍ତାରୋକ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବ୍ଳକ ନରଣପୁର ହଳଦିଆ ଟାଙ୍ଗିରି ନିକଟରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି । ଦୂରରେ ମଧ୍ୟ ପାନୀୟ ଜଳର ସୁବିଧା ନାହିଁ । ଫଳରେ ଗ୍ରାମବାସୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି କାରଣରୁ ଗ୍ରାମରେ ଉତେଜନା ସୃଷ୍ଟି ହେବା ସହ ଗରା, ବାଲଟି ଧରି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି ।