ପୁଣି ୬୦ ଜଣ କରୋନା ପଜିଟିଭ ଚିହ୍ନଟ

ପୁଣି ୬୦ ଜଣ କରୋନା ପଜିଟିଭ ଚିହ୍ନଟ

ପୁଣି ୬୦ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ପୁଣି ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲଲ କଣ୍ଟାକ୍ଟ କେସ ୨୪ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨କୁ ବୃଦ୍ଧି ପାଇଛି । ଏଥିସହ ଆକ୍ଟିଭ କେସ ୭୨୦ ଥିବାବେଳେ ୩ ଲକ୍ଷ ୩୩ ହଜାର ୬୩୭ଜଣ ସୁସ୍ଥ ହୋଇଛନ୍ତି ।