ବଜାରକୁ ଦୋହଲାଇ ଦେଲା ‘ବଜାରେ ବାଜାବାଲା...’

ବଜାରକୁ ଦୋହଲାଇ ଦେଲା ‘ବଜାରେ ବାଜାବାଲା...’

ବଜାରକୁ ଦୋହଲାଇ ଦେଲା ‘ବଜାରେ ବାଜାବାଲା...’
ଭୁବନେଶ୍ୱର : ‘ବଜାରେ ବଜାରେ ବଜାରେ ବାଜାବାଲା, ଇସ୍କ ତୋର ପାଠରେ ମୋର ଲଗାଇଦେଲା ହ୍ୱାଟରେ...’ ଗୀତ ଏବେ ବଜାରକୁ ଚମକାଇଦେଇଛି । ନୂଆ ଷ୍ଟାଇଲର ଏହି ଗୀତଟା ଶୁଣିଲେ ଆପେଆପେ ନାଚିବାକୁ ଗୋଡ଼ ଉଠିଯିବ । ବଢ଼ିଆ ମୁ୍ୟଜିକ, ବଢ଼ିଆ କମ୍ପୋଜିସେନ ସାଙ୍ଗକୁ ପିକଚରାଇଜେସନ ବେଶ ଆକର୍ଷଣୀୟ ହୋଇଛି । ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ କଣ୍ଠ ଶିଳ୍ପୀ ମୋନାଲି ମଧୁସ୍ମିତା । କେ ୱାନ ଲାଇଭ ଦ୍ୱାରା ପ୍ରସାରିତ ଏହି ଗୀତଟି ବି ଅନ୍ୟ ଗୀତ ଭଳି ଧମାକା ସୃଷ୍ଟି କରିଛି । ନିହାର ପ୍ରିୟାଶିଷ ଗୀତ ରଚନା କରିଥିବାବେଳେ ମୁ୍ୟଜିକରେ ଗୀତଟିକୁ ଜମାଣିଆ କରିଛନ୍ତି ସୁମିତ ଦୀକ୍ଷିତ । ପ୍ରଭଞ୍ଜନ ମଲ୍ଲିକ ପ୍ରଯୋଜିତ ଏହି ଗୀତର ନିଦେ୍ର୍ଧଶନା ଦେଇଛନ୍ତି ପ୍ରଶାନ୍ତ ଦାସ ।