ଭୀଷଣ ବଜ୍ରପାତ ସତର୍କ ସୂଚନା

ଭୀଷଣ ବଜ୍ରପାତ ସତର୍କ ସୂଚନା

ଭୀଷଣ ବଜ୍ରପାତ ସତର୍କ ସୂଚନା
ଭୁବନେଶ୍ୱର: ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ହେଲା ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା, ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, କଙ୍କଡ଼ାହାଡ଼, ଆର.ଉଦୟଗିରି, ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି, କୁତ୍ରା, ବଡ଼ଗାଁ, ସୁକିନ୍ଦା, ହରିଚନ୍ଦନପୁର, ଭୁବନ, କାମାକ୍ଷାନଗର, ପର୍ଜଙ୍ଗ, ତାଳଚେର, କଣିହାଁ, ରିଆମାଳ, ତିଲେଇବଣି, ନାକଟିଦେଉଳ, ଓଡ଼ାପଡ଼ା, ପାତ୍ରପୁର ଓ ଚିକିଟି । ଏହି ସବୁ ଅଞ୍ଚଳରେ ଭୀଷଣ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।