ମଙ୍ଗଳ ଅଭିଯାନର ନାସାର ବଡ ସଫଳତା: ଶୁଣାଗଲା ମଙ୍ଗଳ ର ସ୍ୱର

ମଙ୍ଗଳ ଅଭିଯାନର ନାସାର ବଡ ସଫଳତା: ଶୁଣାଗଲା ମଙ୍ଗଳ ର ସ୍ୱର

ମଙ୍ଗଳ ଅଭିଯାନର ନାସାର ବଡ ସଫଳତା: ଶୁଣାଗଲା ମଙ୍ଗଳ ର ସ୍ୱର
ନୂଆଦିଲ୍ଲୀ : ନାସାର ମଙ୍ଗଳ ଅଭିଯାନରେ ନାସାକୁ ମିଳିଛି ବଡ ସଫଳତା । ଏହି ସଫଳତା ହେଲା ମଙ୍ଗଳ ସ୍ୱର ଶୁଣାଗଲା । ଏହି ସ୍ୱରକୁ ରେକଡିଂ କରାଯାଇଛି । ନାସାର ପକ୍ଷରୁ ମଙ୍ଗଳକୁ ଯାଇଥିବା ରୋଭର ମଙ୍ଗଳର ସ୍ୱରକୁ ରେକଡିଂ କରିବାରେ ସଫଳତା ଲାଭ କରିଛି । ମଙ୍ଗଳ ପୃଷ୍ଠର ଶଦ୍ଧ ସଂଗ୍ରହ କରିବାରେ ସଫଳ ନାସା ସଫଳ ହୋଇଛି । ମଙ୍ଗଳ ଯାନର ରୋଭର ଅବତରଣ ବେଳେ ଶଦ୍ଧ ସଂଗ୍ରହ ନାସା କରିଛି । ୩ ମିନିଟ୍ ୨୫ ସେକେଣ୍ଡର ଭିଡିଓରେ ସାର୍ବଜନୀନ ହୋଇଛି ମଙ୍ଗଳର ଶଦ୍ଧ । ମଙ୍ଗଳ ପୃଷ୍ଠରେ ପବନ ବହୁଥିବାର ଶଦ୍ଧ ନାସା ରେକଡିଂ କରିଛି ।