ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଯାଇଛନ୍ତି : ସମୀର

ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଯାଇଛନ୍ତି : ସମୀର

ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଯାଇଛନ୍ତି : ସମୀର
ଭୁବନେଶ୍ୱର:ଓଡିଶାରେ ଆନ୍ଧ୍ର ନିର୍ବାଚନ ନେଇ ବର୍ଷିଲେ ବିଜେପି ସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ ଅସୁରକ୍ଷିତ ଭାବେ ରହିଛି । ବାଧ୍ୟ ବାଧକତାରେ ଓଡିଶା ଲୋକ ଆନ୍ଧ୍ରମୁହାଁ ହୋଇଛନ୍ତି । ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଆଜି ସେଠାର ନିର୍ବାଚନ କରିଛନ୍ତି । ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଯାଇଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି । ଏତେ ବିଳମ୍ବ କାହିଁକି ହେଲା, ଗୁଇନ୍ଦା ବିଭାଗ ଫେଲ ମାରିଛି ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟବାସୀଙ୍କୁ ସରକାର ଅନ୍ଧାର ଭିତରେ ରଖିଛନ୍ତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।