ରାଜ୍ୟରେ କଣ୍ଟେନମେଣ୍ଟ ଜୋନ୍‍ ହେଲା ୧୫

ରାଜ୍ୟରେ କଣ୍ଟେନମେଣ୍ଟ ଜୋନ୍‍ ହେଲା ୧୫

ରାଜ୍ୟରେ କଣ୍ଟେନମେଣ୍ଟ ଜୋନ୍‍ ହେଲା ୧୫
ଭୁବନେଶ୍ୱର: କରୋନା ଆକ୍ରାନ୍ତ ଚିହ୍ନଟ ଓ ଏହାର ଆଶଙ୍କାରେ ଜିଲ୍ଲା ପ୍ରଶାସନ ରାଜ୍ୟରେ ଅନେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରିଥିଲେ । ଏହା ମଧ୍ୟରେ ଅନେକ ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ କଳେବର କମିଛି । ତଥାପି ଏବେ ରାଜ୍ୟର ୭ ଜିଲ୍ଲାରେ ୧୫ କଣ୍ଟେନମେଣ୍ଟ ଜୋନ ରହିଛି । ଖୋର୍ଦ୍ଧା- ଜୋନ୍‍ ସଂଖ୍ୟା ୩-ସୂର୍ଯ୍ୟନଗର, ବମିଖାଲ ଓ ସତ୍ୟନଗର ଯାଜପୁର-ଜୋନ୍‍ ସଂଖ୍ୟା ୨- ବ୍ରହ୍ମବରଦା, ରସୁଲପୁର ବ୍ଲକ, ସାନ ତ୍ରିଲୋଚନପୁର, ସାଇପୁର କେନ୍ଦ୍ରାପଡ଼ା-ଜୋନ୍‍ ସଂଖ୍ୟା ୨- ରାଧାନଗର, ବଳଭଦ୍ରପୁର, ଶୀତଳେଶ୍ୱର, ଶୀଳସ୍ତମ୍ଭ, ନିଆଳ, ଗୌଡ଼ପାଟଣା, ଭାତପଡ଼ା, ମେଧାପୁର, କଣ୍ଟିପୁର ଗୋପ, ନଳଦିଆ, କଟକଣା ଭଦ୍ରକ- ଜୋନ୍‍ ସଂଖ୍ୟା ୫- ଖରିଦା ବିନାୟକ ପୁର, ପଦ୍ମପୁର, ଲକ୍ଷ୍ମୀଧରପୁର, ରାହାନିଆ, ଟେସିଙ୍ଗା କଳାହାଣ୍ଡି- ଜୋନ୍‍ ସଂଖ୍ୟା ୧-ବେହେରାଗୁଡ଼ା, ପାରିଜା, ଖମାର ହଳଦି ସୁନ୍ଦରଗଡ଼-ଜୋନ୍‍ ସଂଖ୍ୟା ୧- ଡରାଇକେଲା, ପୁରୁଣା ବିଶ୍ରା, ବୁଦ୍ଧେଲଜର, ସନ୍ତୋଷପୁର ବାଲେଶ୍ୱର-ଜୋନ୍‍ ସଂଖ୍ୟା ୧- ମିଶନ ଫିଲ୍ଡ ଗେଟ, ଚିଡିଆପୋଲ ଲେନ ନିକଟରେ ଥିବା ନିଳିଆବାଗର ପ୍ରବେଶପଥ, ରାଣୀପାଟଣା ଛକ, ଆପଲ ଟାୱାର