ସମ୍ପର୍କରେ ପଡ଼ିଲା ଛିଟା : ଭାଉଜର କଟୁରି ଚୋଟରେ ଦିଅରର ମୃତୁ୍ୟ

ସମ୍ପର୍କରେ ପଡ଼ିଲା ଛିଟା : ଭାଉଜର କଟୁରି ଚୋଟରେ ଦିଅରର ମୃତୁ୍ୟ

ସମ୍ପର୍କରେ ପଡ଼ିଲା ଛିଟା : ଭାଉଜର କଟୁରି ଚୋଟରେ ଦିଅରର ମୃତୁ୍ୟ
କୋଣାର୍କ: ସମ୍ପର୍କରେ ପଡ଼ିଲା ଛିଟା । ଭାଉଜର କଟୁରି ଚୋଟରେ ଦିଅରର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । କାକଟପୁର ଥାନା ନଇଗୁଆଁ ଗ୍ରାମରେ ପାରିବାରିକ କଳହରୁ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି । ଦଅରକୁ ହତ୍ୟା କରି ଅଭିଯୁକ୍ତ ଭାଉଜ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । କାକଟପୁର ପୁଲିସ ଘର ଭିତରୁ ମୃତଦେହ ଉଦ୍ଧାର କରି ଛାନଭିନ ଚଳାଇଛି । ଏଥିସହ ମୃତକଙ୍କ ବାପା, ବଡ଼ଭାଇ ଓ ପୁତୁରାକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାଯାଇଛି ।