ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଣିଷ ମୁହଁ ଥିବା ମାଛ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଣିଷ ମୁହଁ ଥିବା ମାଛ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଣିଷ ମୁହଁ ଥିବା ମାଛ
ଲୋକଙ୍କୁ ଆଚମ୍ବିତ କଲା ଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚୀନର ମିଆଓ ଗାଁରେ ଥିବା ଏକ ହ୍ରଦରେ ମଣିଷ ଚେହେରା ଭଳି ଦେଖାଯାଉଥିବା ମାଛକୁ ପହଁରିବାର ଦେଖାଯାଇଛି।ଏହି ଭିଡିଓକୁ ଜଣେ ମହିଳା ନିଜ କ୍ୟାମେରାରେ ରେକର୍ଡ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମାଛଟି ପହଁରି ପହଁରି ନଦୀର କୂଳକୁ ଆସି କିଛି ଖାଇବାକୁ ଚେଷ୍ଟା କରୁଛି। ଟୁଇଟରରେ ଏହି ଭିଡିଓ ସେୟାର ହେବାର କିଛି ସମୟ ମଧ୍ୟରେ ଏହାକୁ ୫ ଲକ୍ଷରୁ ଅଧିକ ଭ୍ୟୁ ଓ ୧୭ ହଜାରରୁ ଅଧିକ ଲାଇକ୍ସ ମିଳିଥିଲା।