ସ୍ତ୍ରୀ କୁ ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ସ୍ତ୍ରୀ କୁ ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ସ୍ତ୍ରୀ କୁ ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ
ସମ୍ବଲପୁର: ସ୍ତ୍ରୀ କୁ ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଦିଆଯାଇଛି । ଅଭିଯୁକ୍ତ ସ୍ୱାମୀ ରମେଶ କମ୍ଭାରକୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଦିଆଯାଇଛି । ସମ୍ବଲପୁର ଜିଲ୍ଲା ଦୌରା ଜଜ୍ ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି । ୨୦୧୮ ଏପ୍ରିଲ ମାସରେ ସ୍ତ୍ରୀକୁ ମାରଣାସ୍ତ୍ରରେ ହାଣିବା ସହ ହତ୍ୟା କରିଥିଲା ଏହି ଅଭିଯୁକ୍ତ । ପ୍ରତିବାଦ କରିବାରୁ ଶାଶୁ ଓ ୫ ବର୍ଷର ଝିଅକୁ ଆକ୍ରମଣ କରି ଆହତ କରିଥିଲା ।