୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୮ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୭୮ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୯୪୯ ରେ ପହଁଚିଛି । ୩୨୮୮୩୨ ଜଣ ସୁସ୍ଥ ହୋଇଥିବାବେଳେ ୨୧୬୬ଜଣ ଚିକିତ୍ସାଧୀନ ଅଛନ୍ତି । ଆଜି ଅନୁଗୁଳରୁ ୧୮ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୧୧, ବରଗଡ଼ ୧୫ , ବଲାଙ୍ଗିର ୮ , ବୌଦ୍ଧ ୨, କଟକ ୧୪, ଦେଓଗଡ଼ ୧, ଗଜପତି ୨, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୮, ଝାରସୁଗୁଡ଼ା ୩, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୩, କେନ୍ଦୁଝର ୭, ଖୋର୍ଦ୍ଧା ୭, କୋରାପୁଟ ୧, ମୟୂରଭଞ୍ଜ ୫, ନବରଙ୍ଗପୁର ୨, ନୟାଗଡ଼ ୨, ନୂଆପଡ଼ା ୪, ପୁରୀ ୧୪, ରାୟଗଡ଼ା ୧, ସମ୍ବଲପୁର ୨୦, ସୋନପୁର ୪, ସୁନ୍ଦରଗଡରୁÿ ୩୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୧ ବୋଲି ଜଣାଯାଇଛି ।