୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି
ଭୁବନେଶ୍ୱର:ନିର୍ବାଚ ପୂର୍ବରୁ ବିଜେଡି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରହିଛନ୍ତି ଷ୍ଟାର ପ୍ରଚାରକ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ତାଲିକାରେ ରହିଛନ୍ତି ଅନଙ୍ଗ ଉଦୟ ସିଂହଦେଓ , ପ୍ରସନ୍ନ ଆଚାର୍ଯ୍ୟ , ସୌମ୍ୟ ରଂଜନ ପଟ୍ଟନାୟକ , ସୂର୍ଯ୍ୟ ନାରାୟଣ ପାତ୍ର , ପ୍ରସନ୍ନ ପାଟ୍ଟଶାଣୀ ,ଏନ୍ ଭାସ୍କର ରାଓ , ପ୍ରମିଳା ମଲ୍ଲିକ , ପଦ୍ମନାଭ ବେହେରା, ନିରଂଜନ ପୂଜାରୀ , ବିକ୍ରମ କେଶରୀ , ରବି ନାରାୟଣ ପାଣି, ପ୍ରଶାନ୍ତ ନନ୍ଦ ପ୍ରମୁଖ । ଏମାନଙ୍କ ବ୍ୟତୀତ ପ୍ରଫୁଲ୍ଲ କୁମାର ମଲ୍ଲିକ , ଅନୁଭବ ମହାନ୍ତି, କିଶୋର ମହାନ୍ତି, ନବ କିଶୋର ଦାସ , ପ୍ରଣବ ପ୍ରକାଶ ଦାସ , ପ୍ରତାପ ଜେନା, ସଂଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, ସିଦ୍ଧାନ୍ତ ମହାପାତ୍ର,ଚନ୍ଦ୍ର ସାରଥୀ ବେହେରା, ରମେଶ ଚନ୍ଦ୍ର ମାଝୀ,ଦିଲ୍ଲୀପ ତିର୍କୀ, ସୁବାଶ ସିଂହ, ସୁଶାନ୍ତ ସିଂହ, ଅନନ୍ତ ନାରାୟଣ ଜେନା, ଆକାଶ ଦାସନାୟକ, ମୁନ୍ନା ଖାନ୍ ,ମିନତୀ ବେହେରା, ତେଜେଶ୍ୱର ପରିଡା, ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, କୁନା ତ୍ରିପାଠୀ, ଅରିନ୍ଦମ ରାୟ, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର , ଅସୀମ ଅମିତାଭ ଦାସ, ଅମରେଶ ପତ୍ରୀ ଓ ରାଣା ପ୍ରତାପ ପତ୍ର ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି । ଖୁବ୍ ଶୀଘ୍ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରକ ତାଲିକା ପ୍ରକାଶ ପାଇବ ।