୪୨ କୋଟିର ଜିଏସଟି ଠକେଇ

୪୨ କୋଟିର ଜିଏସଟି ଠକେଇ

୪୨ କୋଟିର ଜିଏସଟି ଠକେଇ
ଭୁବନେଶ୍ୱର:ଆଜି ସକାଳୁ ସକାଳୁ ରାଉଲକେଲାର ୪ଟି ସ୍ଥାନରେ ଜିଏସଟି ବିଭାଗର ଚଢାଉ କରାଯାଇଛି । ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀର ୪ଟି ସ୍ଥାନରେ ରେଡ୍ କରାଯାଇଛି । ୪୨ କୋଟି ଜିଏସଟି ଠକେଇ ଅଭିଯୋଗରେ ୨ ବ୍ୟବସାୟୀ ଅଟକ ରହିଛନ୍ତି । ତଦନ୍ତର ଗୋପନୀୟତାକୁ ଆଖି ଆଗରେ ରଖି ଟିମର ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତିl