ଓଡ଼ିଶାକୁ କେଉଁ ରେଳ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିବ

ଓଡ଼ିଶାକୁ କେଉଁ ରେଳ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିବ

ଓଡ଼ିଶାକୁ କେଉଁ ରେଳ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିବ
ଭୁବନେଶ୍ୱର : ରେଳ ବଜେଟରେ ଓଡ଼ିଶା ନିମନ୍ତେ ୫୫୩୦ କୋଟି ଟଙ୍କାର ଅନୁଦାନ ମିଳିଛି । ଆସନ୍ତୁ ଜାଣିବା କେଉଁ ପ୍ରକଳ୍ପ ପାଇଁ କେତେ କୋଟିର ପ୍ରାବଧାନ କରାଯାଇଛି । ନିର୍ମାଣ ଖୋର୍ଦ୍ଧାରୋଡ଼-ବଲାଙ୍ଗୀର : ୧ ହଜାର କୋଟି ୫୦ ଲକ୍ଷ ଅନୁଗୁଳ-ସୁକିନ୍ଦା : ୪୦୦ କୋଟି ହରିଦାସପୁର-ପାରାଦ୍ୱୀପ : ୧୦୦ କୋଟି କେନ୍ଦୁଝର-ଜଗଦଳପୁର : ୧୯୮ କୋଟି ତାଳଚେର-ବିମଳାଗଡ : ୧୦ କୋଟି ଜୟପୁର-ମାଲକାନାଗିରି : ୨୮ କୋଟି ଜୟପୁର-ନବରଙ୍ଗପୁର : ୧୫.୧ କୋଟି ବୃନ୍ଦାମାଳ-ଝାରସୁଗୁଡ଼ା ଫ୍ଲାଏ ଓଭର : ୨୦ କୋଟି ଦୋହରୀକରଣ ବାଂଶପାଣି-ଟମକା-ଦୈତାରୀ-ଯଖପୁରା : ୨୨୮ କୋଟି ସମ୍ବଲପୁର-ତାଳଚେର : ୧୭୩.୭ କୋଟି ଚମ୍ପାଝରଣ-ବିମଳାଗଡ଼ : ୨ କୋଟି ବନ୍ଧମୁଣ୍ଡା-ରାଂଚି : ୩୨୦ କୋଟି ତୃତୀୟ ଲାଇନ ଖୋର୍ଦ୍ଧା-ବାରଙ୍ଗ : ୨୦ କୋଟି ସମ୍ବଲପୁର-ଟିଟିଲାଗଡ଼ : ୨୦୦ କୋଟି ଭଦ୍ରକ-ନିର୍ଗୁଣ୍ଡି : ୨୨୯ କୋଟି ଜଗଦଲପୁର-କୋରାପୁଟ : ୧୬୫ କୋଟି ବିଜୟନଗରମ-ଟିଟିଲାଗଡ଼-ସମ୍ବଲପୁର : ୪୫୦ କୋଟି ଝରପଡ଼ା-ବୁଢ଼ାପଙ୍କ ତାଳଚେର ରୋଡ଼ ଫ୍ଲାଏ ଓଭର : ୧୦୧ କୋଟି ବୁଢ଼ାପଙ୍କ-ଶାଳଗାଁ ଭାୟା ରାଜା ଆଠଗଡ଼ : ୨୧୫ କୋଟି ଅରୁଗୁଳ-ହରିପୁର ଗ୍ରାମ ବାଇପାସ : ୧୧ କୋଟି ବାଘୁଆପାଳ ଫ୍ଲାଏ ଓଭର : ୫ କୋଟି ରାଉରକେଲା-ଝାରସୁଗୁଡ଼ା : ୨୩୦ କୋଟି ନାରାୟଣଗଡ଼-ଭଦ୍ରକ : ୩୦୨ କୋଟି ବନ୍ଧମୁଣ୍ଡା-ରାଉରକେଲା : ୨୯ କୋଟି ମନୋହରପୁର-ବନ୍ଧମୁଣ୍ଡା : ୪୦ କୋଟି