କେଉଁ ନେତାମାନେ ହେଲେ କଂଗ୍ରେସର ଜିଲ୍ଲା ସଭାପତି, ଜାଣନ୍ତୁ

କେଉଁ ନେତାମାନେ ହେଲେ କଂଗ୍ରେସର ଜିଲ୍ଲା ସଭାପତି, ଜାଣନ୍ତୁ

କେଉଁ ନେତାମାନେ ହେଲେ କଂଗ୍ରେସର ଜିଲ୍ଲା ସଭାପତି, ଜାଣନ୍ତୁ
ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ କଂଗ୍ରେସ ମହସଚିବ କେ.ସି ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ କିଏ କେଉଁ ଜିଲ୍ଲାର ସଭାପତି ନିଯୁକ୍ତ ହେଲେ ଜାଣନ୍ତୁ: ଅନୁଗୁଳ- ବିପ୍ଳବ ଜେନା ବଲାଙ୍ଗୀର- ଦିଲ୍ଲୀପ କୁମାର ବେହେରା ବରଗଡ଼- ନିହାର ମହାନନ୍ଦ ବାଲେଶ୍ୱର- ସଞ୍ଜୀବ ଗିରି ଭଦ୍ରକ-ସୁବ୍ରତ ଦାସ ଭୁବନେଶ୍ୱର-ବିଶ୍ୱଜିତ ଦାସ ବୌଦ୍ଧ-ନବକିଶୋର ମିଶ୍ର କଟକ- ମାନସ ଚୌଧୁରୀ କଟକ ସିଟି- ଗିରିବାଳା ବେହେରା ଦେଓଗଡ଼-ଉମାଶଙ୍କର ସାହୁ ଢେଙ୍କାନାଳ- ସରୋଜ ପଟ୍ଟନାୟକ ଗଞ୍ଜାମ-ରମେଶ ଚନ୍ଦ୍ର ଜେନା ଗଜପତି- ଦାଶରଥୀ ଗମାଙ୍ଗୋ ଜଗତସିଂହପୁର- ନଟବର ବାରିକ ଯାଜପୁର-ମନୋଜ କୁମାର ରାଉତ ଝାରସୁଗୁଡ଼ା- ଭରତ ଅବସ୍ତି କନ୍ଧମାଳ-ଅନାମ ନାୟକ କେନ୍ଦ୍ରାପଡ଼ା-ଅଂଶୁମାନ ମହାନ୍ତି କେନ୍ଦୁଝର-ବିପ୍ଳବ ମିଶ୍ର ଖୋର୍ଦ୍ଧା-ସୁରେଶ କୁମାର ରାଉତରାୟ କୋରାପୁଟ-ମିନାକ୍ଷୀ ବାହିନୀପତି ମୟୂରଭଞ୍ଜ-ହେମନ୍ତ ଦାସ ମାଲକାନଗିରି- ଗୋବିନ୍ଦ ପାତ୍ର ନବରଙ୍ଗପୁର- ମନୋରଞ୍ଜନ ତ୍ରିପାଠୀ ନୟାଗଡ଼- ରଣଜିତ ଦାସ ନୂଆପଡ଼ା- ଘାସିରାମ ମାଝୀ ପୁରୀ- ଅଜିତ ମଙ୍ଗରାଜ ରାଉରକେଲା-ଜର୍ଜ ତିର୍କୀ ରାୟଗଡ଼- ଦୁର୍ଗାପ୍ରସାଦ ପଣ୍ଡା ସମ୍ବଲପୁର- ଅଶ୍ୱିନୀ ଗୁରୁ ସୁବର୍ଣ୍ଣପୁର-ଗୌରୀଶ୍ୟାମ ପଣ୍ଡା ସୁନ୍ଦରଗଡ଼-ବେଣୁମାଧବ ତ୍ରିପାଠୀ କଳାହାଣ୍ଡି- ଭରତ ଭୂଷଣ ବେମାଲ