ନେତାଜୀ ବସ୍ ଟର୍ମିନାଲକୁ ଅନୁମତି

ନେତାଜୀ ବସ୍ ଟର୍ମିନାଲକୁ ଅନୁମତି

ନେତାଜୀ ବସ୍ ଟର୍ମିନାଲକୁ ଅନୁମତି
ଭୁବନେଶ୍ୱର:ଅତ୍ୟାଧୁନିକ ବସ୍ ଟର୍ମିନାଲ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ବର୍ତମାନ ସମୟରେ ଏହି ପ୍ରକଳ୍ପ ନେଇ ସମସ୍ତ ବିଷୟ ଚୂଡାନ୍ତ ହୋଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କୋର୍ଟରେ ଯୁକ୍ତି ରଖିଲେ । ବସ ଟର୍ମିନାଲ ନିର୍ମାଣ ବିଭିନ୍ନ ସମସ୍ୟା ହେବ ବୋଲି ଆବେଦନକାରୀ ଜଣାଇଛନ୍ତି । ବିଭିନ୍ନ ସମସ୍ୟା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଆବେଦନକାରୀ । ଆଜି ଏହି ରାୟ ଉପରେ ହାଇକୋର୍ଟ ମାମଲା ଖାରଜ କରିଛନ୍ତି । ଏବେ ଖାନନଗରରେ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଚାଲିବ ।