ଲକ୍ଷ୍ମୀସାଗର ଅଂଚଳରୁ ସେକ୍ସ ରାକେଟ ଠାବ

ଲକ୍ଷ୍ମୀସାଗର ଅଂଚଳରୁ ସେକ୍ସ ରାକେଟ ଠାବ

 ଲକ୍ଷ୍ମୀସାଗର ଅଂଚଳରୁ ସେକ୍ସ ରାକେଟ ଠାବ
ଭୁବନେଶ୍ୱର : ଆଜି ସକାଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ଏକ ଭଡା ଘର ଉପରେ ଚଢ଼ାଉ କରି ପୋଲିସ ଘର ଭିତରେ ଅସଂଯତ ଅବସ୍ଥାରେ ଥିବା ଦୁଇଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ୨ ଦେହଜୀବୀଙ୍କ ସହ ୨ଜଣ ପୁରୁଷଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ଫ୍ଲାଟ ଉପରେ ଚଢାଉ କରି ସମସ୍ତଙ୍କୁ ଉଦ୍ଧାର କରିଛି ।