ହରିଣ ଖୋଜିବା ପାଇଁ ଲଗାଯିବ ଡ୍ରୋନ କ୍ୟାମେରା

ହରିଣ ଖୋଜିବା ପାଇଁ ଲଗାଯିବ ଡ୍ରୋନ କ୍ୟାମେରା

 ହରିଣ ଖୋଜିବା ପାଇଁ ଲଗାଯିବ ଡ୍ରୋନ କ୍ୟାମେରା
ପୁରୀ : ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ଉପସ୍ଥିତି ଜାଣିବା ପାଇଁ ଡ୍ରୋନ କ୍ୟାମେରା ଲାଗିବ। ବାତ୍ୟା ‘ଫନି’ରେ ପୁରୀ ରେ ଅଧିକ କ୍ଷୟକ୍ଷତି ହୋଇଛି । ବାତ୍ୟା ପରଠୁ ନିଖୋଜ ଥିବା ଏହି ହରିଣମାନେ ସୁରକ୍ଷିତ ଥିବା ନେଇ ଆଜି ସ୍ପଷ୍ଟ ହୋଇଛି ଯେ ପାଣି ପିଇବାକୁ ଆସୁଥିବାବେଳେ ସେମାନଙ୍କର ଭିଡିଓ ରେକର୍ଡିଂ କରାଯାଇଛି ବୋଲି କହିଛନ୍ତି ପିସିସିଏଫ। ସେମାନେ କେଉଁ ଅଞ୍ଚଳରେ ରହୁଛନ୍ତି ତାହା ଜାଣିବା ପାଇଁ ଲଗାଯିବ ଡ୍ରୋନ କ୍ୟାମେରା ।