ମହିଳା ସାଜିଛନ୍ତି ଭଡାଟିଆ ଗୁଣ୍ଡା

ମହିଳା ସାଜିଛନ୍ତି ଭଡାଟିଆ ଗୁଣ୍ଡା

ଜାଗାବଡିକୁ ନେଇ ତୁମୂଳ କାଣ୍ଡ

ମହିଳା ସାଜିଛନ୍ତି ଭଡାଟିଆ ଗୁଣ୍ଡା

ଘରେ ପଶି ଦେଖାଇଲେ ଦବଙ୍ଗଗିରି

ବେଶଭୁଷା ଦେଖିଲେ ଲାଗୁଛି ନିହାତି ସଂସ୍କାରୀ ଏବଂ ଭଦ୍ର ଘରର ହୋଇଥିବେ । କିନ୍ତୁ ଏମାନ କାରନାମା ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ । ସକାଳୁ ସକାଳୁ ଏମାନେ କୌଣସି ମଣିଂଗ ଓ୍ବାକରେ ନୁହଁନ୍ତି ବରଂ ଜଣେ ସ୍ତ୍ରୀ ହତ୍ୟା ଅଭିଯୋଗରେ ଜେଲ ଫେରନ୍ତା ଆଶାମୀର ଭଡାଟିଆ ଗୁଣ୍ଡାରେ ଯାଉଥିଲେ । ଟିକେ ଦେଖୁନାହାଁନ୍ତି ପୁରା ପୁରି ଦବଙ୍ଗ ବାଲା ଷ୍ଟାଇଲ । ହାତରେ ଯାହା ପାରିଲେ ସେୟା । ଯୋର ଜବରଦସ୍ତ ଘରେ ଧସେଇ ପସି କେଉଁ ପ୍ରକାରର କାଣ୍ଡ କରୁଛି । ସୂଚନା ମୁତାବକ ଯାଗାବାଡିକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ କିଛି ମତାନ୍ତର ରହିଥିଲା ଯାହା ଥାନାକୁ ମଧ୍ୟ ଯାଇଥିଲା । ଅଭିଯୋଗ କାରିଙ୍କ ମୁତାବକ ମା ଏବଂ ପୁଅ ରହୁଥିବା ଘରେ କାଳେ ତାଙ୍କର ସ୍ବର୍ଗତ ପିତା କୋର୍ଟରେ ଏକ ଖରଦି ବିକ୍ରିର ଏଗ୍ରିମେଣ୍ଟ କରିଥିଲେ । ବର୍ତ୍ତମାନ ଉଭୟ ଘର କିଣିଥିବା ବ୍ୟକ୍ତି ଏବଂ ବିକ୍ରି କରୁଥିବା ବ୍ୟକ୍ତି ମୃତ । ଯାହାଙ୍କ ମା ଏବଂ ପୁଅ ଉକ୍ତ ଘରେ ଦୀର୍ଘ 20 ବର୍ଷରୁ ଅଧିକ ହେବ ରହିଆସୁଛନ୍ତି । ଆଉ ଏବେ ବିକ୍ରି କରିଥିବା ବ୍ୟକ୍ତିଙ୍କ ପୁଅ ମୋ ଘରୁ ବାହାର ବୋଲି କହି ଘରେ ଭିତରକୁ ଯୋଗ ଜବରଦସ୍ତ  ପଶିବାକୁ ଉଦ୍ୟମ ଚାଳାଇଥିବା ଯାହା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏଘଟଣାଟି ହେଉଛି ପୁରୀ ଜିଲ୍ଲା, ବଡ ଶଙ୍ଖ, ନୂଆ ସାହିର ଚିତ୍ର

ଆଗ ଟିକେ ଭଲ କରି ଦେଖନ୍ତୁ ଏହି ଭିଡିଓକୁ